Independence Day is celebrated annually on 15 August as a national holiday in India commemorating the nation's independence from the United Kingdom on 15 August 1947, the day when the provisions of the 1947 Indian Independence Act, which transferred legislative sovereignty to the Indian Constituent Assembly, came into effect.
Swadhinata dibas essay in odia / Independence day essay in odia provide below.
** ସ୍ୱାଧୀନତା ଦିବସ **
**Swadhinata dibas essay in odia **
ସ୍ଵାଧନ ଭାରତବର୍ଷକୁ ଆଜି ୬୦ ବର୍ଷ , ଅର୍ଦ୍ଧ ଶତାବ୍ଦୀ ଅତିକ୍ରାନ୍ତ । ଏହି ପ୍ରଥମ ୬୦ ବର୍ଷର ହିସାବ ଖାତା ଖୋଲିଲେ ସବୁଠାରୁ ମହତ୍ବର ଘଟଣା ଭାବେ ସ୍ଵାଧୀନତା ପ୍ରାପ୍ତିର ସେହି ମୁହୁର୍ତ୍ତଟି କେବଳ ମନେପଡ଼େ । କାରଣ ତା’ଠାରୁ ଗୁରୁତ୍ବପୂର୍ଣ୍ଣ , ମହନୀୟ ଘଟଣା ଆମେ ସଂଘଟିତ କରିପାରି ନାହୁଁ ୟା ଭିତରେ । ହଁ ପଞ୍ଚଶୀଳ ନୀତିଟିଏ ପାଛି ଆସିଛୁ । ପୋଖରାନଠାରେ ଆଣବିକ ପରୀକ୍ଷା କରିଛି । ମହାକାଶକୁ ଉପଗ୍ରହ ପଠାଇଛୁ , ବିଶ୍ଵର ଗରୀବ ବିକାଶଶୀଳ ଦେଶମାନଙ୍କର ନେତା ହୋଇଛୁ ଏବଂ ଜାତିସଂଘର ନିରାପରା ପରିଷଦ ସଦସ୍ୟ ପଦ ପାଇଁ ଦାବିଟିଏ ଉଠାଇବା ! ଯୋଗ୍ୟତା ଅର୍ଜିଛୁ । କିନ୍ତୁ ୬୦ ବର୍ଷ ତଳର ସେହି ଗରିବୀ , ବେକାରୀ , ଅଶିକ୍ଷା , ଅଜ୍ଞାନତା , ଜାତିଭେଦ , ସାମ୍ପ୍ରଦାୟିକତାବାଦ ଆଜି ବି ଆମ ପିଛା ଛାଡ଼ିନି । ଏକ ଅବାସ୍ତବ , ଅପରିପକୁ ଶାସନ ବ୍ୟବସ୍ଥା ଯାହାକି